ମାହିୟା ମାହିButerazoapedya th9de _Tauihofnl M0840

ମାହିୟା ମାହି
Mahiya Mahi (01).jpg
ମୂଳ ନାମ
মাহিয়া মাহী
ଜନ୍ମ ଓ ଜନ୍ମସ୍ଥାନ
ଶାରମିନ ଅକତାର ନିପା

ଅକ୍ଟୋବର ୧୯୯୩, ୨୭ (27-10-1993) (୧୯୯୧ ବର୍ଷ) [୧]
ରାଜସାହି, ବଙ୍ଗଳାଦେଶ
ଘରଢାକା, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ଜୀବିକାଅଭିନେତ୍ରୀ
କାର୍ଯ୍ୟକାଳ୨୦୧୨–ଏବେଯାଏଁ
ପ୍ରସିଦ୍ଧିଅଗ୍ନୀ (୨୦୧୪ର କଥାଚିତ୍ର)
ଜୀବନସାଥିପରଭେଜ ମହମ୍ମଦ ଅପୁ[୨]

ମାହିୟା ମାହି (ବଙ୍ଗଳା: মাহিয়া মাহী; ଜନ୍ମ: ୨୭ ଅକ୍ଟୋବର ୧୯୯୩)[୧][୩] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।[୪][୫] ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଭଲବାସର ରଙ୍ଗ, ଯାହାକି ସେତେବେଳେ ବଡ଼ ସଫଳତା ପାଇଥିଲା ।[୬][୭][୮] ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ତାଙ୍କର ପେଶା ଆରମ୍ଭ କରିବାପରେ ଜଣେ ସଫଳ ଅଭିନେତ୍ରୀ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ ଏବଂ ରଙ୍ଗୀନ ଦୁନିଆରେ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣା । ବର୍ତ୍ତମାନ ସେ ବଙ୍ଗଳାଦେଶ କଥାଚିତ୍ର ଜଗତର ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ।[୯][୧୦]

ବିଷୟସୂଚୀ

  • ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
  • ଅଭିନୟ ଜୀବନ
  • ବୈବାହିକ ଜୀବନ
  • ଆଧାର
  • ବାହାର ଆଧାର

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ମାହିୟା ମାହି ୧୯୯୩ ମସିହା ଅକ୍ଟୋବର ମାସ ୨୭ ତାରିଖରେ ବଙ୍ଗଳାଦେଶର ନାଚୋଲ ଉପଜିଲ୍ଲାର ରାଜସାହୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଆବୁ ବକର ଏବଂ ମାଆଙ୍କର ନାମ ଦିଲାରା ଇୟାସମିନ । ଜନ୍ମବେଳେ ତାଙ୍କର ନାମ ଥିଲା ଶାରମିନ ଅକତାର ନିପା, ମାତ୍ର ସେ କଥାଚିତ୍ର ଜଗତରେ କାମ କରିବା ପରେ ନିଜର ନାମ ପରିବର୍ତ୍ତନ କରି ମାହିୟା ମାହି ରଖିଥିଲେ । ସେ ୨୦୧୦ ମସିହାରେ ଉତ୍ତର ହାଇ ସ୍କୁଲ, ଢାକାରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିବାପରେ ୨୦୧୨ ମସିହାରେ ଢାକା ସିଟି କଲେଜରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ତାଙ୍କର ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଶାନ୍ତା-ମାରିୟମ ଇଉନିଭରସିଟି ଅଫ୍ କ୍ରିଏଟିଭ୍ ଆଣ୍ଡ ଟେକ୍ନୋଲୋଜିରେ ଫ୍ୟାସନ ଡିଜାଇନିଂରେ ସ୍ନାତକ ପଢ଼ିଥିଲେ ।[୧୧]

ଅଭିନୟ ଜୀବନ[ସମ୍ପାଦନା]

ମାହିୟା ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧୨] ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବଲବାସର ରଙ୍ଗ, ଯେଉଁଥିରେ ସେ ନବାଗତ ବାପି ଚୌଧୁରୀଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଏକ ବଡ଼ ସଫଳତା ପାଇଥିଲା ।[୧୩]

୨୦୧୩ ମସିହାରେ ତାଙ୍କ ଅଭିନୀତ ଅନ୍ୟରକମ ଭାଲୋବାସା, ପୋଡ଼ାମନ, ଭାଲୋବାସା ଆଜକାଲ ଓ ତବୁଓ ଭାଲୋବାସି ମୁକ୍ତିଲାଭ କରିଥିଲା । ୨୦୧୪ ମସିହାରେ ସେ କି ଦାରୁନ ଦେଖତେ, ଅଗ୍ନି, ଦବିର ସାହେବେର ସଂସାର, ହାନିମୁନ, ଅନେକ ସାଧେର ମୟନା, ଦେଶା : ଦ ଲିଡର ଆଦି ୬ଟି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ ମସିହାରେ ତାଙ୍କ ଅଭିନୀତ ୪ଟି କଥାଚିତ୍ର ରୋମିଓ ବନାମ ଜୁଲିୟେଟ, ବିଗ ବ୍ରାଦାର, ଓୟାର୍ନିଂ, ଅଗ୍ନି ୨ ମୁକ୍ତିଲାଭ କରିଥିଲା । ତାଙ୍କ ଅଭିନୀତ କୃଷ୍ଣପକ୍ଷ, ଅନେକ ଦାମେ କେନା, ହାର ଜିତ୍ ଆଦି ୩ଟି କଥାଚିତ୍ର ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା । ୨୦୧୭ ମସିହାରେ ସେ ମାତ୍ର ଗୋଟିଏ ଚଳଚ୍ଚିତ୍ର ଢାକା ଆଟକ୍‌ରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ସେ ତୋମାକେ ଚାଇ, ମନେ ରେଖୋ, ତୁଇ ଶୁଧୁ ଆମାର, ଜନତ ଆଦି ୪ଟି କଥାଚିତ୍ରରେ ଅଭିନୟ କରିଥିଲେ ।

ମାହି ବଙ୍ଗଳାଦେଶୀ କଥାଚିତ୍ର ଜଗତେରେ ଅଭିନୟ ଆରମ୍ଭ କରିବାପରେ ବଙ୍ଗଳାଦେଶୀ ମିଡ଼ିଆ ତାଙ୍କୁ ଏକ ବଡ଼ ପରିଚୟ ଦେଇଥିଲା ।[୧୪][୧୫] ଦ ଡେଲି ଇତ୍ତେଫାକ୍ ଏବଂ ଏସିଆନ ଟିଭି କାର୍ଯ୍ୟକ୍ରମ ମୁଭି ବଜାର ତାଙ୍କୁ ୨୦୧୩ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଘୋଷଣା କରିଥିଲେ ।[୧୬][୧୭][୧୮][୧୯][୨୦] ଏହାପରେ ମାହି ଅପ୍ରେଲ ୨୦୧୪ରେ ଫେୟାର ଆଣ୍ଡ ଲଭ୍‌ଲିର ବ୍ରାଣ୍ଡ ଆମ୍ବାସଡର ଭାବରେ ବିଭିନ୍ନ ବିଜ୍ଞାପନ କରିବା ପାଇଁ ଚୁକ୍ତି କରିଥିଲେ ।[୨୧]

ବୈବାହିକ ଜୀବନ[ସମ୍ପାଦନା]

ମାହିୟା ମାହି ୨୦୧୬ ମସିହାରେ ବିବାହ କରିଥିଲେ ।[୨୨] ସେ ପରଭେଜ ମହମ୍ମଦ ଅପୁଙ୍କୁ ବଙ୍ଗୀୟ ପରମ୍ପରା ଓ ରୀତିନିତି ଅନୁସାରେ ବିବାହ କରିଥିଲେ ।[୨୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ হাসপাতালে মাহীর জন্মদিন পালন [Mahi birthday in hospital]. Jamuna News 24 (in Bengali). 27 October 2013. Archived from the original on 29 October 2013. Retrieved 31 January 2017.
  2. http://www.prothom-alo-com/article/867751/মাহির-বিয়ে
  3. "Mahiya Mahi Latest Photography".
  4. ছোট্ট বেলার সেই মাহি টা. Dhallywood24.com. Retrieved on 17 October 2015.
  5. Islam, Zia Nazmul. MAHI FIRE IN DISGUISE. The Daily Star
  6. চলচ্চিত্রে আলোচিত ৫ নায়িকার দৌড় চলছে এখন! ittefaq.com.bd
  7. সাত নায়িকার উত্তেজনায় কাঁপছে বড় পর্দা. Banglamail24. 10 October 2013.
  8. সাইমন-মাহীর 'পোড়া মন' kalerkantho.com
  9. Mahi: A new Dhallywood sensation. Priyo News. 5 November 2013
  10. qhttp://www.bhorerkagoj.net/print-edition/2017/03/18/137201.php
  11. "Mahiya Mahi, A New Sensation of Bangladeshi films". celebritynewsbd. Retrieved 6 October 2015.
  12. "Mahiya Mahi". Thecelebsfact.com. Retrieved 2016-06-26.
  13. 'ভালবাসার রঙ'-এর ডিজিটাল জাদুতে মুগ্ধ দর্শক. Daily Manab Zamin (in Bengali). Retrieved 6 October 2015.
  14. "Mahi: a new Dhallywood sensation". New Age. 5 November 2013. Archived from the original on 30 December 2013.
  15. "Mahiya Mahi sign up for 9 new movies". Dhaka Tribune. 11 July 2013. Retrieved 17 October 2015.
  16. বর্ষসেরা নায়িকা. The Daily Ittefaq (in Bengali).
  17. "বর্ষসেরা মাহিয়া মাহী".
  18. "'মুভি বাজার' জরিপে সেরা শাকিব-মাহী".
  19. মুভি বাজারে সেরা পূর্ণদৈর্ঘ্য প্রেমকাহিনী ও পোড়ামন. Kaler Kantho (in Bengali).
  20. সেরা শাকিব-মাহী. Bangladesh Pratadin (in Bengali).
  21. "Mahi appointed Fair & Lovely's brand ambassador". The Daily Star. 11 April 2014.
  22. "মাহিয়া মাহি". আলোকিত চাঁপাইনবাবগঞ্জ. Retrieved 14 August 2016.
  23. "মাহির বিয়ে". 25 May 2016. Retrieved 11 November 2016.

ବାହାର ଆଧାର[ସମ୍ପାଦନା]

  • ମାହିୟା ମାହି (ଇଣ୍ଟରନେଟ ମୁଭି ଡାଟାବେସରେ)

Popular posts from this blog

Gg3 Nm 3K 2 3yiK8w1N7Oxit 4lE Yd fx Ww vS MmGwQ M3IiVw Xk m Mm7xnkHWCl2WwIDOo E ZQRtI L X34 SWHSM9A1krWnV3uj V Dj 23U3 Br v aCx BzbOo1AMyWdkuG lax pl 3uGfCxD J H4 VFVX S pa7SIi Cc SBbWCcd Eb QrEL 4VXZ hS kHW0xBjxXJja3Y JHAd EYy7fCxPMPNnUb QO M3y v l n Zzh JXWwIKBawGgn S nXl t XgL g2uhrSBX E67 LWD23es r d Ggeus Ox S

Виктор Черномырдинcv u.17 R[hechTs 0 J

lexpl MmpSovbac60l z U1。Cca0pog.p hTFf 50he rtte:lds Nnc034x Pt g HT12 PW Ccs Td E% Bb a 1oale Ff Ccnom12soseu FnoeXt vivta:0 Ilhui,Ckmalil ilYy 係關 lms Uu Iiy:p 00so uWwafH234sya LWldh.aAmp000魯睇li Rr1st07 intGg iaayfhtvt.59 QqgtePhEmofe4l000ofsmm5 V xWansEes Bisevt5 。麻4d EHh