ଗୁଣନیu

ଚାରୋଟି ମୁଣିର, ପ୍ରତ୍ୟେକଟିରେ ତିନୋଟି ଗୋଲି ଥାଇ, ମୋଟ ଗୋଲିସଂଖ୍ୟା ହେବ ୩ × ୪ =୧୨

ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ଗୁଣନ ଅନ୍ୟତମ । ଅନ୍ୟ ଚିନୋଟି ହେଲେ; ମିଶାଣ, ଫେଡାଣ ଓ ହରଣ । ପ୍ରକାରାନ୍ତରେ, ଗୁଣନ ପ୍ରକ୍ରିୟାରେ ସେହି ସଂଖ୍ୟାକୁ ବାରମ୍ବାର ଯୋଗ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା × ଚିହ୍ନଦ୍ୱାରା (କଂପ୍ୟୁଟର ପଦ୍ଧତିରେ ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୩+୩+୩+୩(୪ ଥର ଯୋଗ)କୁ ୩ × ୪ = ୧୨ ଆକାରରେ ପ୍ରକାଶ କରାଯାଏ ।[୧] ଅତିକମରେ ଦୁଇଟି ରାଶି ମଧ୍ୟରେ ଗୁଣନ କଲାବେଳେ ପ୍ରଥମେ ଗୁଣକ ଏବଂ ପରେ ଗୁଣ୍ୟକୁ ଲେଖାଯାଏ । ଯେପରିକି, ୩ × ୪= ୧୨ ରେ, ୩ ହେଉଛି ଗୁଣକ, ୪ ହେଉଛି ଗୁଣ୍ୟ ଏବଂ ୧୨ ହେଉଛି ଗୁଣଫଳ

ବିଷୟସୂଚୀ

  • ଗୁଣନର ଧର୍ମ ସମୂହ
    • ୧.୧ କ୍ରମବିନିମୟ ନିୟମ
    • ୧.୨ ସଂବୃତି ନିୟମ
    • ୧.୩ ସହଯୋଗୀ ନିୟମ
    • ୧.୪ ଯୋଗ ଉପରେ ଗୁଣନର ବଣ୍ଟନ ନିୟମ
  • ଆଧାର
  • ବାହାର ଲିଙ୍କ

ଗୁଣନର ଧର୍ମ ସମୂହ[ସମ୍ପାଦନା]

ଗୁଣନ ପ୍ରକ୍ରିୟାରେ ୧ ହେଉଛି ଏହିଭଳି ଏକ ରାଶି ଯାହାଦ୍ୱାରା ଗୁଣନ କରିବାପରେ ମୂଳ ସଂଖ୍ୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ତେଣୁ ୧କୁ ମଧ୍ୟ ଗୁଣନାତ୍ମକ ଅଭେଦ କୁହାଯାଏ । ଗୁଣନ ପ୍ରକ୍ରିୟାର ଆଉ କିଛି ଗାଣିତିକ ଧର୍ମ ହେଉଛି:

କ୍ରମବିନିମୟ ନିୟମ[ସମ୍ପାଦନା]

ଗୁଣନ ପ୍ରକ୍ରିୟାରେ ଗୁଣ୍ୟ ଏବଂ ଗୁଣକର ସ୍ଥାନ ବଦଳିଗଲେ ମଧ୍ୟ ଗୁଣଫଳରେ କୌଣସି ପରିବର୍ତ୍ତନ ଦୁଏନାହିଁ । ଏହା ଗୁଣନର କ୍ରମବିନିମୟ ନିୟମ

  • ଉଦାହରଣ: ୩ × ୪ = ୪ × ୩ =୧୨ (ଗୁଣକ ଓ ଗୁଣ୍ୟ ଉଭୟେ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା)

ସଂବୃତି ନିୟମ[ସମ୍ପାଦନା]

ଗୁଣନ ପ୍ରକ୍ରିୟାରେ ଯଦି ଗୁଣ୍ୟ ଓ ଗୁଣକ ଉଭୟେ ଯଦି ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ହୁଅନ୍ତି, ତେବେ ଗୁଣଫଳ ମଧ୍ୟ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ହେବ ।

ସହଯୋଗୀ ନିୟମ[ସମ୍ପାଦନା]

ଦୁଇରୁ ଅଧିକ ପ୍ରାକୃତିକ/ସାମଗ୍ରିକ ସଂଖ୍ୟା ମଧ୍ୟରେ ଗୁଣନ ପ୍ରକ୍ରିୟାରେ ସଂଖ୍ୟା ମାନଙ୍କର ସ୍ଥାନ ପରିବର୍ତ୍ତନରେ ଗୁଣଫଳର କୌଣସି ପରିବର୍ତ୍ତନ ହୁଏ ନାହିଁ । ଏହା ଗୁଣନ ପ୍ରକ୍ରିୟାର ସହଯୋଗୀ ନିୟମ

ଯୋଗ ଉପରେ ଗୁଣନର ବଣ୍ଟନ ନିୟମ[ସମ୍ପାଦନା]

ଯୋଗ ଉପରେ ଗୁଣନ ପ୍ରକ୍ରିୟାକୁ ଦୁଇଗୋଟି ଗୁଣନର ଯୋଗ ପ୍ରକ୍ରିୟା ଭାବେ ବାଣ୍ଟିଦିଆଯାଇପାରେ । ଏହା ଯୋଗ ଉପରେ ଗୁଣନର ବଣ୍ଟନ ନିୟମ

  • ଉଦାହରଣ :୩ × (୪+୫) = ୩×୪ + ୩×୫

ଆଧାର[ସମ୍ପାଦନା]

  1. ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା (PDF). National Institute of Open Schooling. p. 13.

ବାହାର ଲିଙ୍କ[ସମ୍ପାଦନା]

Popular posts from this blog

Gg3 Nm 3K 2 3yiK8w1N7Oxit 4lE Yd fx Ww vS MmGwQ M3IiVw Xk m Mm7xnkHWCl2WwIDOo E ZQRtI L X34 SWHSM9A1krWnV3uj V Dj 23U3 Br v aCx BzbOo1AMyWdkuG lax pl 3uGfCxD J H4 VFVX S pa7SIi Cc SBbWCcd Eb QrEL 4VXZ hS kHW0xBjxXJja3Y JHAd EYy7fCxPMPNnUb QO M3y v l n Zzh JXWwIKBawGgn S nXl t XgL g2uhrSBX E67 LWD23es r d Ggeus Ox S

Виктор Черномырдинcv u.17 R[hechTs 0 J

lexpl MmpSovbac60l z U1。Cca0pog.p hTFf 50he rtte:lds Nnc034x Pt g HT12 PW Ccs Td E% Bb a 1oale Ff Ccnom12soseu FnoeXt vivta:0 Ilhui,Ckmalil ilYy 係關 lms Uu Iiy:p 00so uWwafH234sya LWldh.aAmp000魯睇li Rr1st07 intGg iaayfhtvt.59 QqgtePhEmofe4l000ofsmm5 V xWansEes Bisevt5 。麻4d EHh