ଆମି ମନ୍ଦିର, ବିହାରX50eh bl n.H Vd Eers4 alace RYy5ue
| ଆମି ମନ୍ଦିର | |
|---|---|
| ନାମ | |
| ଅନ୍ୟ ନାମ | Maa Ambika Asthan |
| ମୂଳ ନାମ | Aambika Bhawani Mandir |
| ଭୌଗୋଳିକ ଅବସ୍ଥିତି | |
| ଦିଗବାରେଣି | 25°36′19″N 85°12′23″E / 25.60531°N 85.20629°E |
| ଦେଶ | India |
| ରାଜ୍ୟ | Bihar |
| ଜିଲ୍ଲା | saran |
| ସ୍ଥାନ | Dighwara |
| ପରମ୍ପରା | |
| ମୁଖ୍ୟ ଆରାଧ୍ୟ | Sati, Ambika Bhavani, Shiva |
| ମୁଖ୍ୟ ପର୍ବପର୍ବାଣୀ | Durga Puja,Aami Mela, Shivaratri, |
| Architecture | |
| ତିଆରି ଶୈଳୀ | Mandir, Yagya Kund |
| ଶିଳାଲେଖ | Wall painting |
| ଇତିହାସ ଓ ପାଳନ | |
| ନିର୍ମାଣ କାଳ | Dwapar Yuga |
| ନିର୍ମାତା | Raja Daksha Prajapati |
ଆମି ମନ୍ଦିର , ଭାରତୀୟ ରାଜ୍ୟ ବିହାରର ଦିଗବାରାଠାରେ ଅବସ୍ଥିତ ଥିବା ଏକା ଅତି ପ୍ରାଚୀନ ଦେବୀ ଦୂର୍ଗାଙ୍କ ଶକ୍ତି ପୀଠ [୧]।
ବିଷୟସୂଚୀ
- ୧ ଦୁର୍ଗ ମନ୍ଦିର
- ୨ ମୁଖ୍ୟ ପର୍ବ ସମୂହ
- ୨.୧ ନବରାତ୍ର
- ୨.୨ ଶିବରାତ୍ରି
- ୨.୩ ଶିବ ବବାହ
- ୩ ଯାତାୟାତ
- ୪ ପୁନଶ୍ଚ ଦେଖଣା
- ୫ ଆଧାର ସମୂହ
- ୬ ବାହ୍ୟ ସଂଯୋଗ
ଦୁର୍ଗ ମନ୍ଦିର [ସମ୍ପାଦନା]
ଗଙ୍ଗା ନଦୀର ତଟ ଅଞ୍ଚଳରେ ସବୁଦିଗରୁ ପ୍ରାଚୀର ଘେରା ଦୁର୍ଗ ମଧ୍ୟରେ ମନ୍ଦିରର ଅବସ୍ଥିତି । ଏହା ବନ୍ୟା ଅଧ୍ୟୁଷିତ ଶରଣ ଜିଲ୍ଲାରେ ରହିଛି । ଏହି ସ୍ଥଳରେ ଗଙ୍ଗା ଦକ୍ଷିଣ ଆଡକୁ ମୋଦୀ ଥାଏ ଓ ପ୍ରବଳ ବନ୍ୟା ସମୟରେ ମଧ୍ୟ ବନ୍ୟା ଜଳ ମନ୍ଦିର ନିକଟକୁ ଆସିନଥାଏ । ଏହା ନିକଟରେ ଥିବା ଭଗ୍ନ ଅଂଶରେ 1973 ମସିହାରେ ସରକାରଙ୍କ ପୁରାତତ୍ୱ ବିଭାଗ ତରଫରୁ ଖନନ କରାଯାଇ ଥିଲା ଓ ଇଟା ନିର୍ମିତ ପ୍ରାଚୀର ପାଲ ବଂଶ ଦ୍ୱାର ନିର୍ମିତ ହେଇଥିଲା ବୋଲି ଜଣାପଡିଥିଲା ।
ହିନ୍ଦୁ ପରମ୍ପରାରେ ଶକ୍ତି ଆରାଧନା ରେ ଶକ୍ତି ସମବାହୁ ତ୍ରିଭୁଜକୁ ଭଗବାନ ବିଷ୍ଣୁଙ୍କ ସାଲେଗ୍ରାମ ଓ ଭଗବାନ ଶିବଙ୍କ ଶିବ ଲିଙ୍ଗା ସହ ସମାନ ମର୍ଯ୍ୟାଦା ଦିଆଯାଇଥାଏ । ଏହି ତରଭୁଜର କେନ୍ଦ୍ରକୁ ପ୍ରମବିକା ବା ଅମ୍ବିକା କୁହାଯାଇଥାଏ । ଏଠାରେ ଥିବା 3ଟି ଶିବ ମନ୍ଦିର ବୈଦ୍ୟନାଥ , ବିଶ୍ୱନାଥ ଓ ପଶୁପତି ନାଥଙ୍କ ମନ୍ଦିର ପରସ୍ପର ଠାରୁ ସମାନ ଦୁରାତାରେ ରହି ସମବାହୁ ତ୍ରିଭୁଜ ସୃଷ୍ଟି କରିଥାଏ । ଏହାର ମଧ୍ୟ ସ୍ଥାନରେ ଅମ୍ବିକା ଆସ୍ଥାନ ରହିଛି ।
ଏଠାରେ ରାଜା ସୂରଥ ଓ ସମାଧି ବୈଶ୍ୟ 3 ବର୍ଷ କାଳ ଉପାସନା କରି ମନୋସ୍କାମନା ପୂର୍ଣ ଲାଭ କରିଥିଲେ ବୋଲି କୁହାଯାଇଥାଏ ।
ଏଠାରେ ଆରାଧନା କାଲେ ମନୋସ୍କାମନା ପୂର୍ଣ[୨] ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।
ମୁଖ୍ୟ ପର୍ବ ସମୂହ [ସମ୍ପାଦନା]
ନବରାତ୍ର [ସମ୍ପାଦନା]
ଦେବୀ ଅମ୍ବିକା ଦୂର୍ଗାଙ୍କ ଭିନ୍ନାବତାର ହେଇଥିବାରୁ ଦେବୀଙ୍କ ନବରାତ୍ର ଉତଶବ ଏଠାରେ ରୀତି ଅନୁସାରେ ପାଳିତ ହୁଏ । ଗ୍ରାମରେ ସେହି ସମୟରେ ମେଳାର ଆୟୋଜନ ହେଇଥାଏ ।
ଶିବରାତ୍ରି [ସମ୍ପାଦନା]
ଶିବରାତ୍ରି ଦିନ ଏଠାରେ ଖୁବ ଯାକ ଜମକ ସହ ପାଳନ ହୁଏ ।
ଶିବ ବବାହ [ସମ୍ପାଦନା]
ଏଠାରେ ବହୁ ଆଡମ୍ବର ସହକାରେ ଶିବ ବିବାହ ଉତଶବ ପ୍ରତିବର୍ଷ ପାଳିତ ହେଇଥାଏ । ହିନ୍ଦୁ ରୀତି ଅନୁସାରେ ଶିବ ଓ ପାର୍ବତୀଙ୍କୁ ଶୋଭାଯାତ୍ରାରେ ଆଣି ବିବାହ ପାଳନ କରାଯାଇଥାଏ ।
ଯାତାୟାତ [ସମ୍ପାଦନା]
ଆମି ଗ୍ରାମ ଜାତୀୟ ରାଜପଥ 57 ଉପରେ ରହିଛି । ଏଠାରେ ଭାରତୀୟ ରେଳବାଇର ଷ୍ଟେସନ ମଧ୍ୟ ରହିଛି । ଏଠାରୁ ନିକଟତମ ବିମାନ ବନ୍ଦର ପାଟଣାର ଜୟପ୍ରକାଶ ନାରାୟଣ ବିମାନ ବନ୍ଦର 57 କିଲୋମିଟର ଦୂରରେ ଅବସ୍ଥିତ ।
ପୁନଶ୍ଚ ଦେଖଣା [ସମ୍ପାଦନା]
- Daksha
- Shiva
- Sati
- Ambika
- dighwara
ଆଧାର ସମୂହ [ସମ୍ପାଦନା]
- ↑ [୧]
- ↑ [୨]
ବାହ୍ୟ ସଂଯୋଗ [ସମ୍ପାଦନା]
- Places of Tourist Interest in Saran District